ଏହି ବଜେଟ୍ ଆର୍ଥିକ ଦୃଷ୍ଟିରୁ ବିଚକ୍ଷଣ, ସମାବେଶୀ, ଅଭିବୃଦ୍ଧି ଭିତ୍ତିକ ବଜେଟ୍, ଯେଉଁଥିରେ ନିଯୁକ୍ତି ସୃଷ୍ଟି, ମହିଳା ସଶକ୍ତୀକରଣ ଏବଂ ଉତ୍ପାଦନ ଓ କୃଷି କ୍ଷେତ୍ରକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।