କାଜା କଲାସ ,ଇଷ୍ଟୋନିଆର ପ୍ରଧାନମନ୍ତ୍ରୀ
@narendramodi, ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଇଷ୍ଟୋନିଆ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିସ୍ତାରିତ ହୋଇଥିବାରୁ ଖୁସି ଲାଗୁଛି । ଆଗାମୀ ଦିନରେ ଡିଜିଟାଲ ଓ ସାଇବର କ୍ଷେତ୍ରରେ ସହଯୋଗ ଏବଂ ଶିଳ୍ପ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରାଯିବା ନେଇ ଆଶା ।