ଗବେଷଣା ଓ ଉଦ୍ଭାବନ, ବିଶେଷ କରି କୃଷି ବୈଷୟିକ ଓ ଶିଳ୍ପ ଗବେଷଣା ଉପରେ ସରକାର ଗୁରୁତ୍ୱ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। 1 ଲକ୍ଷ କୋଟି ଟଙ୍କାର ଆର୍ଥିକ ପୁଲ ଆବଣ୍ଟନ କରାଯିବ। ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା ଓ ଉଦ୍ଭାବନକୁ ବାଣିଜ୍ୟିକ ସ୍ତରରେ ପ୍ରୋତ୍ସାହିତ କରିବ।