ମୁଁ @narendramodi ଙ୍କୁ ନିର୍ବାଚନରେ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ବିଶ୍ୱର ସର୍ବବୃହତ ନିର୍ବାଚନରେ ଭାଗ ନେଇଥିବାରୁ ଭାରତବାସୀଙ୍କୁ ମଧ୍ୟ ଅଭିନନ୍ଦନ ! ବୈଶ୍ୱିକ ସ୍ଥିରତା ଏବଂ ସହଯୋଗ ପାଇଁ ଭାରତ ଏବଂ ଗ୍ରୀସ୍ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ।