“ଶ୍ରୀ ମୋଦୀଙ୍କ ପ୍ରଶାସନ ଲୋକଙ୍କ ଆଶା ପ୍ରତି ସମ୍ବେଦନଶୀଳ, ନିର୍ଦ୍ଦିଷ୍ଟ ଭାବେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପ୍ରତି ଦୃଢ଼ସଂକଳ୍ପ, ନବସୃଜନାତ୍ମକ ନୀତି ନିର୍ଦ୍ଧାରଣ, ଏବଂ ଦ୍ରୁତ କାର୍ଯ୍ୟକାରୀତା ପ୍ରତି ସମର୍ପିତ । ଭାରତରେ ବ୍ୟବସାୟ କରିବା ସୁବିଧାଜନକ ହେବା ଆଦୌ ଅସ୍ୱାଭାବିକ ନୁହେଁ ।”