କୁମାର ମଙ୍ଗଳମ ବିର୍ଲା, ଅଧ୍ୟକ୍ଷ, ଆଦିତ୍ୟ ବିର୍ଲା ଗ୍ରୁପ୍
2024 ବଜେଟ୍ ହେଉଛି ନିରନ୍ତରତା ଓ ସ୍ଥିରତାର ଏକ ଦୃଢ଼ ବୟାନ। ଏହା ଆର୍ଥିକ ଶୃଙ୍ଖଳା ପାଇଁ ସରକାରଙ୍କ ସଂକଳ୍ପ, ସଂସ୍କାର ପାଇଁ ଏହାର ଇଚ୍ଛା ଏବଂ ସମସ୍ତ ବର୍ଗଙ୍କ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ ସମାନତାର ଭାବନାକୁ ଦର୍ଶାଏ । ଏଥିରେ 9ଟି ପ୍ରମୁଖ ପ୍ରାଥମିକତା ରଖାଯାଇଛି ଯାହା 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବ।