କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ, ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ପ୍ରଥମ ବଜେଟର ବିଶେଷତ୍ୱ ହେଉଛି ନିଯୁକ୍ତି ଉପରେ ଗୁରୁତ୍ୱ ଦେବା । ନିଯୁକ୍ତି ସୃଷ୍ଟି ପାଇଁ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ବଜେଟ୍ ଘୋଷଣା ଅତୀତର ସଫଳତା ଉପରେ ଆଧାରିତ।