କେ. ଚନ୍ଦ୍ରଶେଖର ରାଓ, ମୁଖ୍ୟମନ୍ତ୍ରୀ, ତେଲେଙ୍ଗାନା
ବିମୁଦ୍ରୀକରଣ କଳାଧନ, ଆତଙ୍କବାଦ, ଦୁର୍ନୀତି ଏବଂ ନକଲି ଟଙ୍କା ଉପରେ ଅଙ୍କୁଶ ଲଗାଇବ । ରାଷ୍ଟ୍ରନିର୍ମାଣ ପାଇଁ ଏହା ଏକ ଭଲ ପଦକ୍ଷେପ । ନଗଦମୁକ୍ତ କାରବାର କ୍ଷେତ୍ରରେ ତେଲଙ୍ଗାନା ଏକ ନମ୍ବର ରାଜ୍ୟ । ସିଦ୍ଦିପେଟ୍ ସମ୍ପୂର୍ଣ୍ଣ ଭାବେ ନଗଦମୁକ୍ତ ହେବ । ବିମୁଦ୍ରୀକରଣ କଳାଧନ, ଆତଙ୍କବାଦ, ଦୁର୍ନୀତି ଏବଂ ନକଲି ଟଙ୍କା ଉପରେ ଅଙ୍କୁଶ ଲଗାଇବ । ରାଷ୍ଟ୍ରନିର୍ମାଣ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ।