କେ.ପି. ଶର୍ମା ଓଲି ,ପ୍ରଧାନମନ୍ତ୍ରୀ ,ନେପାଳ
ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କୁ ଲୋକସଭା ନିର୍ବାଚନ 2019 ରେ ବିପୁଳ ବିଜୟ ଲାଗି ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି । ମୁଁ ଆପଣଙ୍କ ସହିତ ମିଳିତ କାମ କରିବା ଲାଗି ଆଶା କରୁଛି ।