କ୍ରିଷ୍ଟାଲିନା ଜର୍ଜିଏଭା, ପରିଚାଳନା ନିର୍ଦେଶିକା, ଆଇଏମଏଫ
ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ଏହି ଜି-20 ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ଆପଣଙ୍କ ଆତିଥ୍ୟ ପାଇଁ ମୋର ହୃଦୟରୁ ଧନ୍ୟବାଦ ଗ୍ରହଣ କରନ୍ତୁ ।