କ୍ରିଷ୍ଟାଲିନା ଜର୍ଜିଏଭା, ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବିଶ୍ୱବ୍ୟାଙ୍କ
ଭ୍ରଷ୍ଟାଚାର ଊନ୍ମୁଳନ କରିବା ଲାଗି ଉଚ୍ଚମୂଲ୍ୟର ବ୍ୟାଙ୍କ ନୋଟ୍ ଅସିଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଗଭୀର ଏବଂ ସକାରାତ୍ମକ ପ୍ରଭାବ ପକାଇବ... ଯାହା ଭାରତ କରିଛି ସେଥିରୁ ଅନ୍ୟମାନେ (ଅନ୍ୟ ଦେଶ) ଶିକ୍ଷା ଲାଭ କରିବେ  । କୌଣସି ଦେଶରେ ଏତେ ବଡ଼ ଆକାରର ବିମୁଦ୍ରୀକରଣ କେବେ ହୋଇନାହିଁ ।