କ୍ରିଷ୍ଟୋଫର ଲକ୍ସନ୍,ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ
ଭାରତୀୟ ନିର୍ବାଚନ ଫଳାଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ବିଶ୍ୱର ସର୍ବବୃହତ ମତଦାନ ଅଭ୍ୟାସରେ ଗଣତନ୍ତ୍ରର ଉତ୍ସବ ଦେଖିବା ଆଶ୍ଚର୍ଯ୍ୟଜନକ । ନ୍ୟୁଜିଲାଣ୍ଡ-ଭାରତ ସମ୍ପର୍କରେ ଅର୍ଥପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିବା ପାଇଁ ମୁଁ ଭାରତ ସରକାରଙ୍କ ସହ କାମ କରିବାକୁ ଆଗ୍ରହୀ।