ଆମେ ପ୍ରକୃତରେ ଦେଶ ପାଇଁ ଗର୍ବିତ । ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ସଙ୍କଳ୍ପବଦ୍ଧ ଥିଲେ ଏବଂସେ ପ୍ରାରମ୍ଭିକ ନିରାଶାବାଦକୁ ଏକ ସୁଯୋଗରେ ପରିଣତ କରିଥିଲେ। ତାହା ହେଉଛି ଜଣେ ନେତାଙ୍କ ପରିଚୟ ।