ଅକ୍ଷୟ ଶକ୍ତି ପାଇଁ ଜଳବାୟୁ କ୍ଷେତ୍ରରେ ଦେଶର ନିର୍ଣ୍ଣାୟକ ପଦକ୍ଷେପ, ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମରେ ଏହାର ଅବଦାନ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଏକ ଅର୍ଥନୈତିକ ମଡେଲ ଉପରେ ଧ୍ୟାନ ଦେବା ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଏହାର ନେତୃତ୍ୱକୁ ମୁଁ ପ୍ରଶଂସା କରୁଛି । ବିଶ୍ୱ ଭୂ-ଅର୍ଥନୀତି ଏବଂ ଭୂ-ରାଜନୈତିକ ସଙ୍କଟ ମଧ୍ୟରେ ଭାରତ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଛି ।