ଗୀତା ଗୋପୀନାଥ, ମୁଖ୍ୟ ଅର୍ଥନୀତିଜ୍ଞ, ଆଇଏମଏଫ
ଏଭଳି ଏକ ସଫଳ ଜି-20 ର ଅଧ୍ୟକ୍ଷତା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ଭାରତର 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ'ର ବାର୍ତ୍ତା ସମସ୍ତ ପ୍ରତିନିଧିଙ୍କ ମଧ୍ୟରେ ଦୃଢ଼ ଭାବରେ ଗୁଞ୍ଜରିତ ହୋଇଥିଲା।