“ଆପଣଙ୍କ ନେତୃତ୍ୱରେ ନିଆଯାଇଥିବା ଢାଞ୍ଚାଗତ ସଂସ୍କାର ସହିତ ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଭାରତର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଢାଞ୍ଚା ନିର୍ମାଣ କରିଛି”