ଚନ୍ଦ୍ର କୁମାର ବୋଷ
“ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବେ ଏବଂ ବିକାଶର ମାର୍ଗ ପ୍ରଶସ୍ତ କରିବା କ୍ଷେତ୍ରରେ ଆପଣ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେକି ଭାରତର ପରିଚୟ ବଦଳାଇପାରିଛନ୍ତି । ନେତାଜୀ ଫାଇଲ୍ ଘୋଷଣା କରି ଆପଣଙ୍କ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି, ଏହାଦ୍ୱାରା ସ୍ୱାଧୀନ ଭାରତରେ ପାରଦର୍ଶିତାର ଯୁଗ ଆରମ୍ଭ ହୋଇଛି ।”