ଚାର୍ଲସ ମିଚେଲ, ପ୍ରେସିଡେଣ୍ଟ, ୟୁରୋପୀୟ ପରିଷଦ
ଭାରତର ସାଧାରଣ ନିର୍ବାଚନରେ ଆପଣଙ୍କ ଫଳାଫଳ ପାଇଁ ଅଭିନନ୍ଦନ @narendramodi,ଏହା ବିଶ୍ୱର ସର୍ବବୃହତ ନିର୍ବାଚନ । ୟୁରୋପୀୟ ସଂଘ ଭାରତ ସହ ନିଜର ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି। ଜଳବାୟୁ ପରିବର୍ତ୍ତନ, ଶାନ୍ତି ଓ ନିରାପତ୍ତା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଭଳି ବିଶ୍ୱର ସବୁଠାରୁ ଜ୍ୱଳନ୍ତ ପ୍ରସଙ୍ଗରେ ଆମକୁ ଏକାଠି କାମ କରିବାକୁ ପଡ଼ିବ।