ଜନ୍ ବ୍ରିସେନୋ ,ବେଲିଜର ପ୍ରଧାନମନ୍ତ୍ରୀ
ଜାତୀୟ ନିର୍ବାଚନସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ଆମର ଦ୍ୱିପାକ୍ଷିକ ସହଯୋଗୀ ଭାରତକୁ ଅଭିନନ୍ଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ତୃତୀୟ ପାଳି ଆରମ୍ଭ କରିବା ଅବସରରେ ତାଙ୍କ ସରକାର ଓ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।