ଭାରତ ବ୍ୟତୀତ ବିଶ୍ୱରେ ଏପରି କୌଣସି ରାଷ୍ଟ୍ର ନାହିଁ ଯାହା ପାଖରେ ଉନ୍ନତ ଭବିଷ୍ୟତର ଯୋଜନା ରହିଛି । ବଜାରରେ ହେଉଥିବା କାରବାର ଧରିବାର କ୍ଷମତା ଆପଣମାନଙ୍କ ନିକଟରେ ରହିଛି ଏବଂ ଆପଣମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି, ଯିଏ ମୋ ମତରେ, ମୋ ଜୀବନରେ ମୁଁ ଭେଟିଥିବା ତିନି ଜଣ ମହାନ ନେତା ଏବଂ ସାରା ବିଶ୍ୱର ତିନି ଜଣ ମହାନ ନେତାଙ୍କ ମଧ୍ୟରୁ ଅନ୍ୟତମ ।