ଜରିନ ଦାରୁୱାଲା,ସିଇଓ,ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କର ଭାରତ ଓ ଦକ୍ଷିଣ ଏସିଆ
2025 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ନୀତି ନିରନ୍ତରତାର ସଙ୍କେତ ଦେଉଛି ଏବଂ ବିତ୍ତୀୟ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଛି ,ଯାହା ପୂର୍ବ ସରକାରଙ୍କ କେନ୍ଦ୍ରୀୟ ସିଦ୍ଧାନ୍ତ ଥିଲା । ଏଥିରେ ବିତ୍ତୀୟ ବିଚକ୍ଷଣତା, ନିଯୁକ୍ତି ସୃଷ୍ଟି, ଭିତ୍ତିଭୂମି ପୁଞ୍ଜି ବ୍ୟୟ (କ୍ୟାପେକ୍ସ) ଏବଂ ଟିକସ ବ୍ୟବସ୍ଥାର ସରଳୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।