ଜର୍ଜିଆ ମେଲୋନି,ଇଟାଲୀ ପ୍ରଧାନମନ୍ତ୍ରୀ
ଏହା ପୂର୍ବରୁ ଦ୍ୱିପାକ୍ଷିକ ମିଶନରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଶେଷ ଗସ୍ତ 2000 ମସିହା ଅର୍ଥାତ୍ 26 ବର୍ଷ ପୂର୍ବେ ହୋଇଥିଲା ଏବଂ ଆଜି ଏହି ଗସ୍ତ ସହିତ ଆମେ କେବଳ ଏହି ବ୍ୟବଧାନକୁ ଦୂର କରୁନାହୁଁ, ବରଂ ଆମେ ମିଳିତ ଭାବରେ ଆମର ସମ୍ପର୍କକୁ ପୁନର୍ଜୀବିତ କରିବାକୁ ନିଷ୍ପତ୍ତି ନେଇଛୁ।