ଜର୍ଜିଆ ମେଲୋନି, ପ୍ରଧାନମନ୍ତ୍ରୀ, ଇଟାଲୀ
ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଆମେ ଏକାଠି ବହୁତ କିଛି କରିପାରିବା ... ସର୍ବୋଚ୍ଚ ଅନୁମୋଦନ ରେଟିଂରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ... (ପିଏମ ମୋଦୀ) ବିଶ୍ୱର ସମସ୍ତ (ନେତା) ମାନଙ୍କ ମଧ୍ୟରୁ ସବୁଠାରୁ ପ୍ରିୟ ନେତା । ଏହା ପ୍ରକୃତରେ ପ୍ରମାଣିତ ହୋଇଛି ଯେ ସେ ଜଣେ ପ୍ରମୁଖ ନେତା ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ।