ଜଷ୍ଟିନ ଟ୍ରୁଡୋ, କାନାଡା ପ୍ରଧାନମନ୍ତ୍ରୀ
ନିର୍ବାଚନରେ ବିଜୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ମାନବିକ ଅଧିକାର, ବିବିଧତା ଏବଂ ଆଇନର ଶାସନ ଉପରେ ଆଧାରିତ ଆମ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ କାନାଡା ତାଙ୍କ ସରକାରଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛି ।