ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଉତ୍ସାହକୁ ସୁନିଶ୍ଚିତ କରି 642 ନିୟୁତରୁ ଅଧିକ ଲୋକ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବରେ ଅଂଶଗ୍ରହଣ କରିଥିବା ନିର୍ବାଚନରେ ବିଜୟ ପାଇଁ ମୁଁ ପ୍ରଧାନମନ୍ତ୍ରୀ @NarendraModi ଙ୍କୁ ଅଭିନନ୍ଦନ ଜଣାଉଛି ।