ଜିଓର୍ଜିଆ ମେଲୋନି, ପ୍ରଧାନମନ୍ତ୍ରୀ, ଇଟାଲୀ
ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଜି-20 ଅଧ୍ୟକ୍ଷତାରେ ତାଙ୍କ ନେତୃତ୍ୱ ପାଇଁ ଧନ୍ୟବାଦ ଜଣାଉଛି, ଯିଏ କି ବୈଶ୍ୱିକ ଆହ୍ୱାନ ଉପରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ଉପସ୍ଥାପନ କରିଛନ୍ତି । ଧନ୍ୟବାଦ ଭାରତ ! ଜି-20 ର ସଫଳତା ପାଇଁ ଅଭିନନ୍ଦନ ।