ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବା ଏକ ଗୌରବର ବିଷୟ ଥିଲା। ସେ ଜଣେ ମହାନ ନେତା ଏବଂ ସେ ମୋ ପରିବାର ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଭାରତବାସୀଙ୍କ ସହ ଆମର ବନ୍ଧୁତା ଏବଂ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବାକୁ ଆଗ୍ରହୀ ।