ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ଚମତ୍କାର ଅନୁଭବ ଥିଲା । ଭାରତର ଆଶାବାଦ ଏବଂ ଆବିଷ୍କାରକୁ ନେଇ ସର୍ବଦା ପୁଲକିତ, ଫୁର୍ତ୍ତିଲା ଓ ପ୍ରଭାବିତ ହୋଇଛି । ଅଧିକରୁ ଅଧିକ ନିବେଶ ଏବଂ ଅଭିବୃଦ୍ଧି ହାସଲ କରିବା ଲାଗି ଆଗ୍ରହୀ ।