“ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ) ନେତୃତ୍ୱରେ ଭାରତ ନାଟକୀୟ ଢଙ୍ଗରେ ନୂଆ ଟେକ୍ନୋଲଜି ଏବଂ ଏକବିଂଶ ଶତାବ୍ଦୀର ବୃହତ ଅର୍ଥବ୍ୟବସ୍ଥା ଭାବେ ନିଜର ପରିବର୍ତ୍ତନକୁ ଗଭୀର ଭାବେ ଆଦରି ନେଇଛି ।”