ପ୍ରଧାନମନ୍ତ୍ରୀ ମୋଦୀ @narendramodi ଙ୍କୁ 2024 ର ଭାରତୀୟ ସାଧାରଣ ନିର୍ବାଚନର ସଫଳ ସମାପନ ଏବଂ ଫଳାଫଳ ପାଇଁ ଅଭିନନ୍ଦନ । ଆମେ ଦୁଇ ଦେଶ ଏବଂ ଏହି ଅଞ୍ଚଳର ପାରସ୍ପରିକ ସମୃଦ୍ଧି ପାଇଁ ଇଣ୍ଡୋନେସିଆ-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ବୃଦ୍ଧି କରିବାକୁ ଅପେକ୍ଷା କରିଛୁ ।