ଜୋନ ଚାମ୍ବର୍ସ ,ଅଧ୍ୟକ୍ଷ ,ଆମେରିକା-ଭାରତ ରଣନୈତିକ ଭାଗୀଦାରୀ ମଞ୍ଚ
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖେ ପ୍ରତି 1 ମିନିଟରେ ଗୋଟିଏ ବିଚାର ଥାଏ । ସେ ସିଲିକନ ଭ୍ୟାଲିରେ ଯେକୌଣସି ଦୂରଦର୍ଶୀ ଭଳି ଉତ୍ତମ ।