ଭାରତ ଏହାର (ଜି-20) ଅଧ୍ୟକ୍ଷତା ପାଇଁ ଏକ ଅତ୍ୟନ୍ତ ଉଚ୍ଚାକାଂକ୍ଷୀ କାର୍ଯ୍ୟକ୍ରମ ସ୍ଥିର କରିଛି, ଯାହାକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ।