ଜୋସେଫ୍ ମ୍ୟାକମୋନିଗଲ,ଅନ୍ତର୍ଜାତୀୟ ଶକ୍ତି ଫୋରମ୍ ମହାସଚିବ
ଭାରତ ଶକ୍ତି କ୍ଷେତ୍ରରେ ନବସୃଜନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ନିବେଶ ଦ୍ୱାରା ବିଶ୍ୱକୁ ଜଳବାୟୁ ସଙ୍କଟର ସମାଧାନ କରିବାରେ ସାହାଯ୍ୟ କରିପାରିବ। ଭାରତ ଉର୍ଜା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଣିବା ଆନନ୍ଦଦାୟକ।