ଜୋସ ରାମୋସ୍-ହୋର୍ଟା ,ଟିମୋର-ଲେଷ୍ଟର ରାଷ୍ଟ୍ରପତି
କ୍ରମାଗତ ତୃତୀୟ ଥର ପାଇଁ ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସେ ଭାରତକୁ ଚତୁର୍ଥ ଶିଳ୍ପ ବିପ୍ଳବ, ଡିଜିଟାଲ ଯୁଗ ଏବଂ ମହାକାଶ ଯୁଗରେ ପହଞ୍ଚାଇଛନ୍ତି।