ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଭାଗିଦାରୀ ମହାତ୍ମାଗାନ୍ଧୀଙ୍କ ଟ୍ରଷ୍ଟିସିପ୍ ନୀତି ଉପରେ ଆଧାରିତ - ଏକ ଟ୍ରଷ୍ଟିସିପ୍ ଯାହା ଆମ ଦୁଇ ଦେଶ ଏବଂ ଆମ ପୃଥିବୀ ପାଇଁ ଅଂଶୀଦାର ଅଟେ । ପ୍ରଧାନମନ୍ତ୍ରୀ, ଆଜି ଆମକୁ ଏଠାକୁ ଆଣିଥିବାରୁ ଧନ୍ୟବାଦ ।