ଆଫ୍ରିକୀୟ ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଆପଣ (ପ୍ରଧାନମନ୍ତ୍ରୀ ମୋଦୀ) ଆମକୁ ଏକାଠି କରୁଛନ୍ତି, ଆମକୁ ଏକଜୁଟ ରଖିଛନ୍ତି ଏବଂ ଆମକୁ ମନେ ପକାଇ ଦେଉଛନ୍ତି ଯେ ଏକାଠି ଆହ୍ୱାନର ମୁକାବିଲା କରିବାର କ୍ଷମତା ଆମ ପାଖରେ ଅଛି ।