ସୁଲଭ ମୂଲ୍ୟ ଆଣିବା ଦିଗରେ ଜିଏସଟି ଏକ ଭଲ ପଦକ୍ଷେପ । ଆମେ ଦେଖୁଛୁ ଯେ କେତେକ କାର ମୂଲ୍ୟରେ ହ୍ରାସ ଦେଖାଦେଇଛି, କେତେକ ସମାନ ରହିଛି ଏବଂ ଆଉ କେତେକ ସାମାନ୍ୟ ବଢ଼ିଛି । କିନ୍ତୁ ଆମ ପାଇଁ, ଜିଏସଟି ଏକ ବ୍ୟବସାୟିକ ସୁଯୋଗ ଆଣିଛି ।