ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସୁସ୍ ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ
ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। #HealthForAll ପାଇଁ @WHO-#India ମଧ୍ୟରେ ଘନିଷ୍ଠ ସହଯୋଗ ଜାରି ରଖିବାକୁ ମୁଁ ଆଗ୍ରହୀ ।