ଅନ୍ୟ ବିକାଶଶୀଳ ଦେଶଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଭାରତ ହାତ ବଢାଇଛି । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞ... ଯେତେବେଳେ କରୋନା ସମୟରେ ବିଶ୍ୱ ଏହାର ସୀମା ବନ୍ଦ କଲା ଏବଂ ବିଶ୍ୱୀକରଣ ବିଫଳ ହେଲା, ଆପଣ ଦେଖାଇଲେ ଯେ ବିଶ୍ୱୀକରଣ ତଥାପି ସଫଳ ହୋଇପାରିବ । ଆପଣ ଦୁନିଆକୁ ଦେଖାଇଲେ ଯେ କଠିନ ସମୟରେ ମଧ୍ୟ ପ୍ରେମ ରହିଛି ।