ଡଃ ମହାଥିର ମହମ୍ମଦ ,ପ୍ରଧାନମନ୍ତ୍ରୀ ,ମାଲେସିଆ
ଭାରତର ନିର୍ବାଚନରେ ସ୍ପଷ୍ଟ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା । ଆମେ ବିଶେଷ ଭାବେ ବ୍ୟାପାର ଏବଂ ଉଦ୍ୟୋଗରେ ଆମର ସମ୍ପର୍କକୁ ମଜବୁତ କରିବା ପାଇଁ ତତ୍ପର ଅଛୁ ।