ଆମେ ଭାରତରେ ପ୍ରକୃତ ଗତି ଦେଖିପାରୁଛୁ। ଡିଏଚ୍ଏଲ୍ ଦୀର୍ଘ 45 ବର୍ଷ ଧରି ଭାରତକୁ ବିଶ୍ୱ ସହ ଯୋଡ଼ି ଆସୁଛି। ଆମେ ସେହି କାହାଣୀର ଅଂଶ ହୋଇ ବହୁତ ଗର୍ବିତ ଏବଂ ଆମେ ଭାରତକୁ ଭଲପାଉ। ଏହା ଆମ ପାଇଁ ଏକ ଭଲ ବଜାର। ଆମେ ବାସ୍ତବରେ ଗତି ଦେଖୁଛୁ, ଭିତ୍ତିଭୂମି ନିବେଶର ବିହନକୁ ମାଟିରେ ଲଗାଯାଉଛି ଏବଂ ସେଗୁଡିକ ବହୁତ ଭଲ ଅମଳ ଆଣିବ।