କର୍ତ୍ତବ୍ୟ ଭବନର ପ୍ରଥମ ବଜେଟ୍ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ ପ୍ରସ୍ତୁତ କରାଯାଇଛି, ଯାହା ଗରିବ, ଯୁବକ, ଅନ୍ନଦାତା (କୃଷକ), ମହିଳା, ଆଦିବାସୀ ସମ୍ପ୍ରଦାୟ ଏବଂ ଅବହେଳିତ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ। ଏହା ସେମାନଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ବିକାଶ ପାଇଁ ଅନେକ ସୁଯୋଗ ପ୍ରଦାନ କରିବ।