ଡଗ୍ ମ୍ୟାକମିଲାନ୍, ସିଇଓ ,ୱାଲମାର୍ଟ
ଆମେ ଏଠାରେ (ଭାରତରେ) ଉଦ୍ୟୋଗୀତା ଘଟୁଥିବା ଦେଖୁଛୁ । ଏବଂ ଆମେ ସମଗ୍ର ବିଶ୍ୱରେ ବ୍ୟବସାୟ କରିବାକୁ ପାଉଛୁ ଏବଂ ଏତେ ବଡ଼ ଅର୍ଥନୀତି (ଭାରତ) ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବଂ ଅନେକଙ୍କ ପାଇଁ ଏତେ ସୁଯୋଗ ସୃଷ୍ଟି କରିବା ବିରଳ । ଉଦ୍ଭାବନ କରିବାର ଦକ୍ଷତା, ଦ୍ରୁତ ଗତିରେ ଗତି କରିବାର କ୍ଷମତା, ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଦେବାର କ୍ଷମତା, ବିକ୍ରେତାଙ୍କ ବିକାଶ, ଏକ ଇ-କମର୍ସ ମାର୍କେଟପ୍ଲେସ୍ ବ୍ୟବସାୟ ନିର୍ମାଣ କରିବା ଯାହାର ପ୍ରକୃତରେ ଉଜ୍ଜ୍ୱଳ ଭବିଷ୍ୟତ ଅଛି ଏବଂ ସମସ୍ତଙ୍କ ପାଇଁ ବହୁତ ସୁଯୋଗ ସୃଷ୍ଟି କରିବାର ସୁଯୋଗ ରହିଛି ।