ପ୍ରତ୍ୟେକ ଭାରତୀୟଙ୍କ ତରଫରୁ, ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ @narendramodi ଏବଂ ମାନ୍ୟବର ଅର୍ଥମନ୍ତ୍ରୀ, ଶ୍ରୀମତୀ @nsitharamanଙ୍କୁ #ViksitBharatBudget ଉପସ୍ଥାପନ କରିବା ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ଏହି ବଜେଟ୍ 2047 ପର୍ଯ୍ୟନ୍ତ ଭାରତର ବିକାଶ ପାଇଁ ଏକ ଦୂରଦୃଷ୍ଟିପୂର୍ଣ୍ଣ ବ୍ଲୁପ୍ରିଣ୍ଟ ଏବଂ ଏକ ସ୍ପଷ୍ଟ 25 ବର୍ଷର ରୋଡମ୍ୟାପ୍।