ଏହି ଲୋକ କୈନ୍ଦ୍ରିକ ବଜେଟ୍ ଗରିବ, କୃଷକ, ମହିଳା, ଯୁବକ ଏବଂ ମଧ୍ୟବିତ୍ତଙ୍କୁ ସଶକ୍ତ କରି 'ବିକଶିତ ଭାରତ'ର ସଂକଳ୍ପକୁ ମଜବୁତ କରିବା ସହିତ ଭାରତକୁ ବିଶ୍ୱ ଅଭିବୃଦ୍ଧିର ଏକ ଅଗ୍ରଣୀ କେନ୍ଦ୍ର ଭାବରେ ସ୍ଥାନିତ କରିବା ପାଇଁ ଏକ ସ୍ପଷ୍ଟ ଦିଗ ପ୍ରଦାନ କରୁଛି ।