ଡି ସୁବ୍ବାରାଓ, ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର
ଉଚ୍ଚ ମୂଲ୍ୟର ନୋଟ୍ କୁ ଅସିଦ୍ଧ ଘୋଷଣା କରିବା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତି କ୍ଷଣିକ ସମୟ ପାଇଁ ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ, କିନ୍ତୁ ମଧ୍ୟମ ଏବଂ ଦୀର୍ଘ ଅବଧିରେ ଏହା ଅର୍ଥବ୍ୟବସ୍ଥା ଉପରେ ସକାରାତ୍ମକ ସମଷ୍ଟିଗତ ପ୍ରଭାବ ପକାଇବ ।