ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ନିକଟରେ ମେକ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ଘରୋଇ ଏବଂ ମୋ ଭଳି ଅନ୍ତର୍ଜାତୀୟ ବ୍ୟବସାୟୀ ଗୋଷ୍ଠୀଙ୍କ କଥା ଶୁଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଭାରତରେ ନିବେଶକୁ ଆହୁରି ସହଜ ଏବଂ ନମନୀୟ କରିବା ଲାଗି ଆମେ ଉପସ୍ଥାପନ କରୁଥିବା ପ୍ରସଙ୍ଗ ପ୍ରତି ଧ୍ୟାନ ଦେବା ସହିତ ସେଗୁଡ଼ିକର ସମାଧାନ କରିବେ ବୋଲି କହିଥିଲେ । ଯାହା ସେମାନେ କରିଛନ୍ତି ।