ମୁଁ ଆପଣଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତର ଲୋକମାନଙ୍କୁ ଅଭିବାଦନ ଜଣାଉଛି, ଆପଣମାନେ ମିଶି ହାସଲ କରିଥିବା ଉପଲବ୍ଧୀ ପାଇଁ । ଆପଣମାନଙ୍କ ଉପଲବ୍ଧୀ ବ୍ୟାପକ । ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ।