ଡୋରିନ୍ ରିସେନ୍,ମୋଲଡୋଭାର ପ୍ରଧାନମନ୍ତ୍ରୀ
ଭାରତରେ ନିର୍ବାଚନ ଜିତିଥିବାରୁ @narendramodi ଙ୍କୁ ଅଭିନନ୍ଦନ। @GuvernulRMD ତରଫରୁ ମୁଁ ଭାରତୀୟ ଜନସାଧାରଣଙ୍କ ନିରନ୍ତର ସଫଳତା ଓ ସମୃଦ୍ଧି କାମନା କରୁଛି। ଆମେ ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛୁ ।