ନୀତିଗତ ପଦକ୍ଷେପ ଏବଂ ଏହାର ଦକ୍ଷ କାର୍ଯ୍ୟକାରୀତା ପାଇଁ ମୁଁ ଭାରତ ସରକାରଙ୍କୁ ମୋର କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି । ବିନିର୍ମାଣ କ୍ଷେତ୍ର ପାଇଁ ସରକାରଙ୍କ ଠାରୁ ମିଳୁଥିବା ସହଯୋଗ ଆମ ପାଇଁ ବେଶ୍ ଉତ୍ସାହଜନକ ।